ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତର ଓପନିଂ ଯୋଡି ବହୁତ୍ କମ୍ ସ୍କୋର କରି ଆଉଟ୍ ହୋଇଯାଇଥିଲେ।
କ୍ଯାପଟେନ୍ ବିରାଟ କୋହଲିଙ୍କୁ ଛାଡିଦେଲେ ଅନ୍ଯ ସମସ୍ତ ଖେଳାଳିମାନେ ଆଫଗାନିସ୍ଥାନର ବୋଲରଙ୍କ ଆଗେ ହାର୍ ମାନିଥିଲେ। ବିଶେଷ କରି ଧୋନୀ ଓ ଯାଦବଙ୍କ ବ୍ଯାଟିଂ ଟିମର ମଧ୍ଯକ୍ରମ ବ୍ଯାଟିଂ ଦୁର୍ବଳ କରିଦେଇଥିଲା।
ମାଷ୍ଟର ବ୍ଲାଷ୍ଟର ମଧ୍ୟ ଧୋନିଙ୍କର ଏପରି ଧିମା ବ୍ଯାଟିଂ କୁ ନେଇ ପ୍ରଶ୍ନ ଉଠାଇ ଥିଲେ ଏବଂ କହିଥିଲେ କି ଧୋନିଙ୍କର ଏହି ଧୀମା ବ୍ଯାଟିଂ ଟିମ୍ ଇଣ୍ଡିଆର ମଧ୍ଯ କ୍ରମ ବ୍ଯାଟିଂ ଦୁର୍ବଳ କରିଦେଲା ନଚେତ୍ ଆଉ କିଛି ରନ୍ ସଂଗ୍ରହ କରି ହେଇଥାନ୍ତା। ଏହି ମ୍ଯାଚ୍ ରେ ଶେଷରେ ଆଫଗାନିସ୍ଥାନ 12 ରନ୍ ଯୋଗୁ ପରାସ୍ତ ହୋଇଥିଲା।